ଆଇପିଏଲ ୨୦୨୫ ପୁରସ୍କାର ରାଶି : କିଏ ପାଇବ କେତେ ?

ଆଇପିଏଲ ୨୦୨୫ ଫାଇନାଲ ମ୍ୟାଚ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଆଜି ମ୍ୟାଚକୁ ସମସ୍ତ କ୍ରିକେଟ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଫାଇନାଲ ମ୍ୟାଚ୍ ପୂର୍ବରୁ ଆଇପିଏଲ ପୁରସ୍କାର ରାଶିକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଆଇପିଏଲ ୨୦୨୫ ଟାଇଟଲ ହାତେଇବା ଟିମକୁ ୨୦ କୋଟି ପୁରସ୍କାର ରାଶି ମିଳିବ l ଏହାସହ ରନରଅପ ଟିମକୁ ୧୩.୫ କୋଟି ଟଙ୍କା ପୁରସ୍କାର ରାଶି ମିଳିବ ।

ପୁରସ୍କାର ରାଶି :

ବିଜେତା ଟିମ୍ : ୨୦ କୋଟି
ରନର ଅପ୍ : ୧୩.୫ କୋଟି
କ୍ବାଲିଫାୟର ଟିମ୍ : ୨.୭ କୋଟି
ଏଲିମିନେଟର : ୬.୫ କୋଟି

Leave a Reply

Your email address will not be published. Required fields are marked *