ଇନ୍ସପେକ୍ଟର ନିଯୁକ୍ତି ପାଇଁ ବୟସସୀମା କୋହଳ କଲେ ସରକାର

ବଢ଼ିଲା ସଵ ଇନ୍ସପେକ୍ଟର ନିଯୁକ୍ତି ପାଇଁ ବୟସସୀମା । ସରକାର ବୟସସୀମା ୩ ବର୍ଷ କୋହଳ କଲେ । ଓଡିଶା ପୋଲିସରେ ସଵ ଇନ୍ସପେକ୍ଟର ନିଯୁକ୍ତି ମାମଲା । ସର୍ବାଧିକ ବୟସସୀମା ୩ ବର୍ଷ ପାଇଁ କୋହଳ କଲେ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ ଜେନେରାଲ । କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନାକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ରାଜ୍ୟ ସରକାର 2025 ଜାନୁଆରୀ 17 ତାରିଖରେ ବୟସସୀମା 3 ବର୍ଷ କୋହଳ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା । କେତେକ ପ୍ରାର୍ଥୀ ବୟସସୀମା କୋହଳ ନେଇ ପିଟିସନ ଦାୟର କରିଥିଲେ । ଯାହାକୁ ସରକାର 2018 ରେ ସ୍ଥଗିତ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *