କାଶିଆ ମାଇନ୍ସ ଠାରେ ଜାତୀୟ ପତାକା ସ୍ତମ୍ଭ ଲେlକାର୍ପଣ କଲେ ନବୀନ ଜିନ୍ଦଲ

କାଶିଆ ଆଇରନ ଏବଂ ଡେlଲମାଇଟ ଖଣି ପରିସରରେ ୭୨ ଫୁଟ ଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଲେlକାର୍ପଣ କାର୍ଯ୍ୟକ୍ରମ ରେ ଯେlଗଦେଲେ ନବୀନ ଜିନ୍ଦଲ l ଆଜି ଯେlଡା ଖଣି ମଣ୍ଡଳର କାଶିଆ ଆଇରନ ଏଣ୍ଡ ଡେlଲମାଇଟ ଖଣି ପରିସରରେ ଏକ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଯେlଗଦେଇ ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲ ପତାକା ଉତ୍ତେlଳନ କରିବା ସହ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ପ୍ରତି ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିବା ଅଧିକାର ନେଇ ସେ କରିଥିବା ଦୀର୍ଘ ଦିନର ନ୍ୟାୟିକ ଲଢେଇ ସଂପର୍କରେ ସୂଚନା ଦେଇ ତ୍ରୀରଗାଂ ପତାକା ତଳେ ପ୍ରତ୍ୟେକ ଭାରତୀୟ ନିଜ ସ୍ପପ୍ନର ବିକଶିତ ଭାରତ ଗଠନ ପାଇଁ ପ୍ରତିଞ୍ୟା ବଦ୍ଧ ହେବା ଓ ଦେଶ ପ୍ରତି କର୍ତବ୍ୟ ପ୍ରତି ମନେ ପକାଇବାକୁ ଏହି ପତାକା ର ସ୍ଥାପନ ମୂଳ ଲକ୍ଷ ବେlଲି କହିଥିଲେ

Leave a Reply

Your email address will not be published. Required fields are marked *