ଆପଣ କଣ ବିଶ୍ବାସ କରିପାରିବେ ଦେଶର ଉଚ୍ଚମାନର ଡାକ୍ତରଖାନାର ଡାକ୍ତରମାନେ ହୃଦରୋଗୀଙ୍କୁ ମ୍ୟାଲେରିଆର ଓୌଷଧ ଦେବା ଭଳି ଏକ ଜଘନ୍ୟ ଭୂଲ କରିପାରନ୍ତି ? ହଁ ଆଜ୍ଞା ଏମିତି କିଛି ଘଟଣା ପାକିସ୍ତାନରେ ଘଟିଛି । ସେଠାରେ ଅଜ୍ଞାତା ଯୋଗୁଁ ୧୦୦୦ ରୁ ଅଧିକ ଜୀବନ ଲିଭିଯାଇଛି ।
ଯାହାକୁ ଆପଣ ଜାଣିଲା ପରେ ହଠାତ ବିଶ୍ୱାସ କରିପାରିବେ ନାହିଁ ଏହା କେମିତି ହୋଇପାରେ ବୋଲି? ପୂର୍ବରୁ ଏକ କଥା ରହିଛି କି ପାକିସ୍ତାନ ହେଉଛି ଅଜ୍ଞ ଲୋକଙ୍କ ଦେଶ । ଯାହା ଆଜି ପ୍ରମାଣିତ ହୋଇଛି । ଜଣେ ହୃଦରୋଗୀଙ୍କୁ ମ୍ୟାଲେରିଆର ଓୌଷଧ ଦେଇଛନ୍ତି ଜଣେ ଡାକ୍ତର ।
ତେବେ ଏହି ଘଟଣାରେ ପାକିସ୍ଥାନ ସରକାର ଡାକ୍ତରଙ୍କ ନିର୍ବଧୋତା ପାଇଁ ୧୦ ରୁ ୨୦ କିମ୍ବା ୫୦ ରୁ ୧୦୦ ନୁହେଁ ବରଂ ୧୩୦୦ ରୋଗୀଙ୍କ ଜୀବନ ଅକାଳରେ ଚାଲିଯାଇଛି । ଏହାପରେ ପାକିସ୍ଥାନର ଜନସାଧାରଣ ଓ ଗଣ ମାଧ୍ୟମ ସରକାରଙ୍କୁ ଗାଳି କରିଛନ୍ତି ।
ତେବେ ଏହି ଘଟଣାଟି ପାକିସ୍ତାନର ପଞ୍ଜାବ ଇନଷ୍ଟିଟୁଟ ଅଫ୍ କାର୍ଡିଓଲୋଜିରେ ହୋଇଛି । ଯେଉଁଠାରେ ହୃଦରୋଗୀ ମାନଙ୍କୁ ଗୋଟିଏ ପରେ ଗୋଟିଏ ମୃତ୍ୟୁ ହେବାକୁ ଲାଗିଲେ । ତଦନ୍ତ ପରେ ଏହାର ଅସଲ ଘଟଣା ସାମନାକୁ ଆସିଲା । ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜେଏହି ଅଜ୍ଞତାର ପ୍ରମାଣ ଦେଇଥିଲେ ।