ସମୂଦ୍ର ବେଳାଭୂମିରେ ଗୋଧୋଇବା ବେଳେ ପର୍ଯ୍ଯଟକ ମୃତ । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଘଟିଛି ଅଭାବନୀୟ ଘଟଣା । ମୃତ ପର୍ଯ୍ଯଟକଙ୍କ ସମ୍ପର୍କୀୟମାନେ ତାଙ୍କୁ ଛାଡି ପଳାଇ ଥିବା ଅନୁମାନ କରାଯାଉଛି । ମୃତ ପର୍ଯ୍ଯଟକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ଖବର ପାଇ ତାଳସାରୀ ମେରାଇନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ସମୂଦ୍ରରେ ଗୋଧୋଇବା ବେଳେ ଅଘଟଣ , ଜଣେ ମୃତ
