Blog

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ବାତିଲ ହେଲା ବିମାନ ସେବା

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ବିମାନରେ ସମସ୍ୟା ଦେଖାଦେବା ପରେ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ । ଅହମ୍ମଦାବାଦ ବିମାନ…

ରାଜକୀୟ ସମ୍ମାନରେ ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । DNA ମ୍ୟାଚ୍ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।…

ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ ପ୍ରକାଶ, ସ୍ନେହାଶିଷ ଦାଶ ଟପ୍ପର

ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ…

ଅହମଦାବାଦ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ…

ଭାରତ କିଣିବ ୧୦ ହଜାର କୋଟି ଟଙ୍କାର ସ୍ପାଏ ବିମାନ

ଅପରେସନ ସିନ୍ଦୁର ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ୧୦ହଜାର କୋଟି ଟଙ୍କାରେ ୩ଟି ଗୁପ୍ତଚର ବିମାନ କିଣିବା ପାଇଁ…

କାଶିଆ ମାଇନ୍ସ ଠାରେ ଜାତୀୟ ପତାକା ସ୍ତମ୍ଭ ଲେlକାର୍ପଣ କଲେ ନବୀନ ଜିନ୍ଦଲ

କାଶିଆ ଆଇରନ ଏବଂ ଡେlଲମାଇଟ ଖଣି ପରିସରରେ ୭୨ ଫୁଟ ଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଲେlକାର୍ପଣ କାର୍ଯ୍ୟକ୍ରମ ରେ ଯେlଗଦେଲେ ନବୀନ ଜିନ୍ଦଲ l ଆଜି…

ବେଙ୍ଗାଳୁରୁ ଦଳଚକଟା ମାମଲା, ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି ଘୋଷଣା

ବେଙ୍ଗାଲୁରୁ ଦଳଚକଟା ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦଳାଚକଟା ଘଟଣାରେ ସହାୟତା ରାଶି ବୃଦ୍ଧି କରିଛନ୍ତି…

ପୂରଣ ହେବ ଖାଲିପଡ଼ିଥିବା ୮୨୬ ଶିକ୍ଷକ ପଦବୀ : ୬ ତାରିଖରେ ନିଯୁକ୍ତିପତ୍ର ବାଣ୍ଟିବେ ସରକାର

ପୂରଣ ହେବ ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ l ଏନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ lନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି…

ଭୁଶୁଡ଼ିଲା କୋଠା: ଜଣେ ମୃତ, ୨ ଶ୍ରମିକ ଗୁରୁତର

ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । କୋଠା ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା…