ଭାରତ ପାଲଟିଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା; ଛଅ ଗୁଣ ବୃଦ୍ଧି ପାଇଲା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ
ଗତ ଦଶନ୍ଧି ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ମାତ୍ର ୧.୯ ଲକ୍ଷ କୋଟି…
