ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ ପାଇ…

ମାଘ ମେଳାରେ ଭବିଷ୍ୟବାଣୀ: ୨୦୩୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ: ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀରୁ ସମ୍ଭାଳିବେ ଦେଶର ଭାର । ଆଗାମୀ ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ଯୋଗୀ ଆଦିତ୍ୟନାଥ…

ଯେଉଁମାନେ ବାଣ ଫୁଟାନ୍ତି ସେମାନେ ଦେଶଦ୍ରୋହୀ: ମାନେକା ଗାନ୍ଧୀ

ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସମ୍ପର୍କରେ, ବିଜେପି ନେତ୍ରୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ବାଣ ଫୁଟାଇବା ଉପରେ ଏକ ବୟାନ ଦେଇଛନ୍ତି ଯାହା…

ନିର୍ବନ୍ଧ -ବିବାହକୁ ନେଇ କନଫର୍ମ କଲେ ପ୍ରିୟଙ୍କା ଗାନ୍ଧୀ, ପୁଅ, ବୋହୂଙ୍କ ଫଟୋ ଶେୟାର କରି ଲେଖିଲେ…

କଂଗ୍ରେସ ମହାସଚିବ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ତାଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ଏବଂ ବିବାହକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା ଏବଂ ତାଙ୍କ…

ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ: ମହମ୍ମଦ ମୋକିମ

କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ…

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ ପାଇଁ…

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ ।…

ମନରେଗା ଉପରେ ବୁଲଡୋଜର ଚଳାଇଦେଲେ : ସୋନିଆ

କେନ୍ଦ୍ରର ଏନଡିଏ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ବଦଳରେ ‘ଭିବି-ଜି ରାମ ଜି’ ବିଲ୍ ଆଣିଥିଲେ। ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି।…

ବିଜେଡି ନେତାଙ୍କ ବନ୍ଧୁମିଳନକୁ ନେଇ ହଟଚମଟ: ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ

ବିଜେଡିର ୪୦ରୁ ଅଧିକ ନେତା ଆଜି ଚନ୍ଦକାରେ ଏକାଠି ହୋଇଥିଲେ। ଏହି ନେତାମାନେ ସମସ୍ତେ ପୂର୍ବତନ ବିଧାୟକ କିମ୍ବା ଗତ ନିର୍ବାଚନରେ ବିଜେଡି ଟିକେଟ୍ ପାଇ ପରାଜୟ…

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ…

ଏପଟେ କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ଜର୍ମାନୀ ପଳାଇଲେ ରାହୁଲ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ଭାରତୀୟ ପ୍ରବାସୀ କଂଗ୍ରେସ (ଆଇଓସି)ର କର୍ମୀମାନେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।…

୩ ରାଜ୍ୟ,୨ କେନ୍ଦ୍ର ଶାସିତ ଅଂଚଳର ଚିଠା ଭୋଟର ତାଲିକା ପ୍ରକାଶିତ, ପଶ୍ଚିମବଙ୍ଗରୁ କଟିଲେ ୫୮ ଲକ୍ଷ

ନିର୍ବାଚନ କମିସନ ମଙ୍ଗଳବାର ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ, ଲକ୍ଷଦ୍ୱୀପ ଏବଂ ପୁଡୁଚେରୀ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ…