Russia president Putin’s india :ରୁଷ ରାଷ୍ଟ୍ରପତିଙ୍କ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା; ସ୍ନାଇପର୍ସ, ଡ୍ରୋନ୍ ରଖିଛନ୍ତି ନଜର

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ପାଇଁ ନୂଆଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଟିନଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ ଓ…

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ନୂତନ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (ଡିସେମ୍ବର…

Chinese Reusable Rocket :  ବିଫଳ ହେଲା ସ୍ପେଶ-ଏକ୍ସର ଚାଇନିଜ୍ ନକଲ

ପୁନର୍ବାର ବ୍ୟବହାରଯୋଗ୍ୟ ରକେଟ୍ ପ୍ରଯୁକ୍ତିବିଦ୍ୟାରେ ଚୀନ୍ ଏଲନ ମସ୍କଙ୍କ ସ୍ପେସ୍ଏକ୍ସକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି କରିଥିଲା। କିନ୍ତୁ, ଅବତରଣ କରିବା ମାତ୍ରେ ଏହାର ପ୍ରଥମ ପ୍ରମୁଖ ପ୍ରୟାସ…

‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍‌ରେ ଧମକ ଦେଲେ ଟ୍ରମ୍ପ

ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍‌ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି…

ଭାରତୀୟ ବଂଶୋଦ୍ଭବ ସୁବ୍ରମଣ୍ୟମ୍‌ ବେଦମ୍‌ଙ୍କୁ ଆଶ୍ୱସ୍ତି,ଆମେରିକା ଜେଲରେ ୪୩ ବର୍ଷ ବନ୍ଦୀ ପରେ ଦୋଷମୁକ୍ତ

ଆମେରିକାରେ ମିଥ୍ୟା ମାମଲାରେ ୪୩ ବର୍ଷ ଜେଲଦଣ୍ଡ ଭୋଗିସାରିଥିବା ଭାରତୀୟ ବଂଶୋଦ୍ଭବ ସୁବ୍ରମଣ୍ୟମ୍‌ ବେଦମ୍‌ଙ୍କୁ ଆଶ୍ୱସ୍ତି ମିଳିଛି । ସେଠାକାର ଦୁଇଟି କୋର୍ଟ ତାଙ୍କର ଭାରତ ପ୍ରତ୍ୟର୍ପଣ…

ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ କାର୍ଗୋ ବିମାନ; ୭ ଯାତ୍ରୀ ମୃତ ,୧୧ ଗୁରୁତର

ଆମେରିକାର ଲୁଇସଭେଲି ବିମାନବନ୍ଦରରେ ଅଘଟଣ। ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଆମେରିକାର କାର୍ଗୋ ବିମାନ।  ଫଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର…

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ସମସ୍ୟା, ମଙ୍ଗୋଲିଆରେ ଜରୁରୀ ଅବତରଣ

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ମଙ୍ଗୋଲିଆରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ବିମାନ ଏଆଇ…

ବାଂଲାଦେଶ ଉପରେ ଭାରି ପଡୁଛି ଚୀନ୍-ପାକିସ୍ତାନ ସହ ବନ୍ଧୁତା, ଦୁବାଇରୁ କିଣୁଛି ଭାରତର ଚାଉଳ

ସଂଯୁକ୍ତ ଆରବ ଏମିରେଟ୍ ବା ୟୁଏଇ ମରୁଭୂମିର ଦେଶ। ସେଠାର​‌ ଚାଉଳ ଉତ୍ପାଦନ ହୁଏ ନାହିଁ। ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରେ।  ହେଲେ ବାଂଲାଦେଶ…

ସଫଳ ହୋଇପାରୁନି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଚୁକ୍ତି; ନିଜ ଜିଦରେ ଅଟଳ ଉଭୟ ଦେଶ

ରବିବାର ତୁର୍କୀର ସର୍ବବୃହତ ସହର ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢିପାରିନାହିଁ। ଆଫଗାନ ତାଲିବାନ ପ୍ରତିନିଧି ଦଳ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)…

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ରୁଷ-ୟୁକ୍ରେନ ଯୁଦ୍ଧ, ରୁଷ ସହ ହୋଇପାରେ ବଡ଼ ବୁଝାମଣା

ଯୁଦ୍ଧବିରତି ପ୍ରସ୍ତାବ ପାଇଁ ୟୁକ୍ରେନ ସହ ୟୁରୋପୀୟ ଦେଶଗୁଡ଼ିକ କାମ କରୁଛନ୍ତି । ଯୁଦ୍ଧ ସମାପ୍ତ ପାଇଁ ରୁଷ-ଆମେରିକା-ୟୁକ୍ରେନ କୂଟନୈତିକ ସମାଧାନର ବହୁ ନିକଟତର ହେଉଛନ୍ତି ।…