ବାଂଲାଦେଶ ଉପରେ ଭାରି ପଡୁଛି ଚୀନ୍-ପାକିସ୍ତାନ ସହ ବନ୍ଧୁତା, ଦୁବାଇରୁ କିଣୁଛି ଭାରତର ଚାଉଳ

ସଂଯୁକ୍ତ ଆରବ ଏମିରେଟ୍ ବା ୟୁଏଇ ମରୁଭୂମିର ଦେଶ। ସେଠାର​‌ ଚାଉଳ ଉତ୍ପାଦନ ହୁଏ ନାହିଁ। ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରେ।  ହେଲେ ବାଂଲାଦେଶ…

ସଫଳ ହୋଇପାରୁନି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଚୁକ୍ତି; ନିଜ ଜିଦରେ ଅଟଳ ଉଭୟ ଦେଶ

ରବିବାର ତୁର୍କୀର ସର୍ବବୃହତ ସହର ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢିପାରିନାହିଁ। ଆଫଗାନ ତାଲିବାନ ପ୍ରତିନିଧି ଦଳ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)…

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ରୁଷ-ୟୁକ୍ରେନ ଯୁଦ୍ଧ, ରୁଷ ସହ ହୋଇପାରେ ବଡ଼ ବୁଝାମଣା

ଯୁଦ୍ଧବିରତି ପ୍ରସ୍ତାବ ପାଇଁ ୟୁକ୍ରେନ ସହ ୟୁରୋପୀୟ ଦେଶଗୁଡ଼ିକ କାମ କରୁଛନ୍ତି । ଯୁଦ୍ଧ ସମାପ୍ତ ପାଇଁ ରୁଷ-ଆମେରିକା-ୟୁକ୍ରେନ କୂଟନୈତିକ ସମାଧାନର ବହୁ ନିକଟତର ହେଉଛନ୍ତି ।…

ନିଜ ବାୟୁସେନାର ଶକ୍ତି ବୃଦ୍ଧି କରୁଛି ତୁର୍କ; କତାର ଏବଂ ଓମାନ ସହିତ ୟୁରୋଫାଇଟର ଜେଟ୍ କିଣିବା ପାଇଁ କରୁଛି ଆଲୋଚନା

ତୁର୍କୀ କତାର ଏବଂ ଓମାନ ସହିତ ବ୍ୟବହୃତ ୟୁରୋଫାଇଟର ଟାଇଫୁନ୍ ଜେଟ୍ କିଣିବା ପାଇଁ ଆଲୋଚନା କରୁଛି। ଏନେଇ ତୁର୍କର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ଆନୁଷ୍ଠାନିକ…

‘ମା କ୍ଷୀର ପିଇଛ ଯଦି ଆମ ସହ ଲଢ଼’; ଅସୀମ ମୁନିରଙ୍କୁ ଟିଟିପିର ଖୋଲା ଧମକ 

ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶଲ୍‌ ଅସୀମ ମୁନିରଙ୍କୁ ଖୋଲା ଧମକ । ଯେଉଁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯାଇ ତାଲିବାନ ଶାସିତ ଆଫଗାନିସ୍ତାନ ଉପରେ…

ଅସ୍ତ୍ରବିରତି ପରେ ବି ଗାଜାରେ ଥମୁନି ନରସଂହାର; ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି

ଆମେରିକା  ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ଭିତରେ ହୋଇଥିବା ଯୁଦ୍ଧବିରତି ଉପରେ କଳା ବାଦଲ ଘନେଇଛି । ଉଭୟେ ପରସ୍ପର ଅସ୍ତ୍ରବିତରି ଉଲ୍ଲଂଘନ ଅଭିଯୋଗ ଆଣି ଆକ୍ରମଣ…

ରୁଷର ଗ୍ୟାସ୍ ପ୍ଲାଣ୍ଟ ଉପରେ ୟୁକ୍ରେନର ଡ୍ରୋନ ହମଲା, ଅଗ୍ନିକାଣ୍ଡ ପରେ ହାଇ ଆର୍ଲଟରେ ମସ୍କୋ

ରୁଷ-ୟୁକ୍ରେନ ଭିତରେ ଲଗାତାର ଉତ୍ତେଜନା ବଢିବାରେ ଲାଗିଛି। ୟୁକ୍ରେନ୍ ଶନିବାର-ରବିବାର ରାତିରେ ରୁଷର ଔରେବର୍ଗ ଅଞ୍ଚଳରେ ଥିବା ବିଶ୍ବର ସବୁଠାରୁ ବଡ ଗ୍ୟାସ୍ ପ୍ଲାଣ୍ଟ ଉପରେ ଡ୍ରୋନ…

ଆଫଗାନିସ୍ତାନକୁ ଚେତାବନୀ ଦେଲେ ଅସୀମ ମୁନିର; ପ୍ରତିଆକ୍ରମଣର ଜବାବ ଫେରାଇଲା ତାଲିବାନ

ଦୁଇ ପଡୋଶି ଦେଶ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହି ପରିପ୍ରେକ୍ଷିରେ ପାକିସ୍ତାନର ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶାଲ ଅସୀମ ମୁନିର, ଆଫଗାନିସ୍ତାନକୁ ଶାନ୍ତି ଏବଂ…

ପାକିସ୍ତାନ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ; ୭ ସୈନିକଙ୍କ ମୃତ୍ୟୁ, ୧୩ ଆହତ

ପାକିସ୍ତାନର ଓ ଆଫଗାନିସ୍ତାନ ସୀମା ନିକଟରେ ଥିବା ଉତ୍ତର ୱାଜିରିସ୍ତାନର ଏକ ସେନା ଶିବିର ଉପରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସାତ ଜଣ ସୈନିକଙ୍କ ମୃତ୍ୟୁ…

ନିଜ ବିଫଳତା ପାଇଁ ପଡ଼ୋଶୀଙ୍କୁ ଦୋଷ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ : ଭାରତ

ଗୁରୁବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ (MEA)…

ପାକିସ୍ତାନର ଯୁଦ୍ଧବିରାମ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଆଫଗାନିସ୍ତାନ, ପ୍ରତିରକ୍ଷା ମନ୍ତ୍ରୀ-ଆଇଏସଆଇ ମୁଖ୍ୟଙ୍କୁ ଦେଲାନି ଭିସା

ଗାଜା ଯୁଦ୍ଧରେ ବିରାମ ଲାଗିବା ପରେ ବିଶ୍ବରେ ଶାନ୍ତି ଫେରଆସିବ ବୋଲି ଆଶା କରାଯାଉଛି । କିନ୍ତୁ ଏହାରି ମଧ୍ୟରେ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହେବାର…

ଭାରତ ଗସ୍ତରେ କାନା଼ଡା ବୈଦେଶିକ ମନ୍ତ୍ରୀ; ପିଏମ ମୋଦିଙ୍କ ସହ କଲେ ସାକ୍ଷାତ

କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସେ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,…