ଇରାନର ଶକ୍ତି ବାଣିଜ୍ୟ ଉପରେ ଆମେରିକାର କଡା କାର୍ଯ୍ୟାନୁଷ୍ଟାନ; ଆଠ ଭାରତୀୟଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

ଇରାନର ଶକ୍ତି ବାଣିଜ୍ୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଆମେରିକା ଇରାନର ତୈଳ ବାଣିଜ୍ୟ ସହ ଜଡିତ ୫୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି।…

‘ଶାନ୍ତି ଉପରେ ରାଜନୀତିକୁ ଗୁରୁତ୍ୱ’: ଟ୍ରମ୍ପଙ୍କୁ ଅଣଦେଖା କଲା ନୋବେଲ କମିଟି, ଅସନ୍ତୋଷ ପ୍ରକାଶ କଲା ହ୍ୱାଇଟ ହାଉସ

ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଭେନେଜୁଏଲାର ମୁଖ୍ୟ ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି, ଯାହାକୁ ନେଇ ହ୍ୱାଇଟ ହାଉସ ନୋବେଲ କମିଟିଙ୍କୁ ତୀବ୍ର…

ଜେନେରିକ୍ ଔଷଧ ଉପରେ ଲାଗିବନି ଟାରିଫ୍

ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ…

ସବୁ ଜିଲ୍ଲାରେ ପହଞ୍ଚିଛି ୫ଜି: ମୋଦୀ

ଏକଦା ୨ଜି ମୋବାଇଲ୍‌ ସେବା ପାଇବାକୁ ସଂଘର୍ଷ କରୁଥିବା ଭାରତର ପ୍ରତିଟି ଜିଲ୍ଲାରେ ୫ଜି ପହଞ୍ଚିପାରିଛି। ଭାରତରେ ଏବେ ୧ଜିବି ଡାଟାର ଦାମ୍ ଚା’ କପ୍‌ ଦରଠାରୁ…

ଭାରତୀୟ ରିଫାଇନାରୀମାନେ ରୁଷିଆ ତୈଳ କ୍ରୟ ବଢ଼ାଇବେ ବୋଲି ଆଶା

ଭାରତୀୟ ରିଫାଇନାରୀମାନେ ଆଗାମୀ ମାସଗୁଡ଼ିକରେ ରୁଷିଆରୁ ତୈଳ ଆମଦାନୀ ବଢ଼ାଇବେ ବୋଲି ଆଶା କରାଯାଉଛି, କାରଣ ୱାଶିଂଟନ ସହ ବାଣିଜ୍ୟ ଆଲୋଚନା ବିଳମ୍ବ ହେଉଛି ଏବଂ ପର୍ଯ୍ୟାପ୍ତ…

‘ଅମିତ ଶାହଙ୍କୁ ଅଧିକ ଭରସା କରନ୍ତୁ ନାହିଁ,’ ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ ସେ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭଳି…

୬ ମାସରେ ପେଟ୍ରୋଲ୍‌ ଗାଡ଼ି ଦାମ୍‌ରେ ମିଳିବ ଇଭି

ଆସନ୍ତା ୪-୬ ମାସ ମଧ୍ୟରେ ପେଟ୍ରୋଲ୍‌ ଗାଡ଼ି ଦାମ୍‌ରେ ଇଲେକ୍ଟ୍ରିକ ଯାନ (ଇଭି) ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ…

ସରକାର ମୁଖ୍ୟ ଭାବରେ ୨୫ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସରକାରର ମୁଖ୍ୟ ଭାବରେ ୨୫ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ୍ସରେ ଫଟୋ ପୋଷ୍ଟ କରି ବାଣ୍ଟିଲେ ଖୁସି। ୨୦୦୧ ମସିହାରେ ଦାୟିତ୍ୱ ଗ୍ରହଣ କରିବା…

ଲଦାଖରେ ଭାରତର ନିର୍ମାଣ କଲା ବିଶ୍ୱର ସବୁଠାରୁ ଉଚ୍ଚ ମୋଟରେବଲ୍ ରାସ୍ତା

ଭାରତ ପୂର୍ବ ଲଦାଖରେ ବିଶ୍ୱର ସବୁଠାରୁ ଉଚ୍ଚ ମୋଟରେବଲ୍ ରାସ୍ତା ନିର୍ମାଣ କରି ନୂଆ ରେକର୍ଡ ସ୍ଥାପନ କରିଛି। ବର୍ଡର ରୋଡ୍ସ ଅର୍ଗାନାଇଜେସନ୍ (BRO) ମିଗ୍ ଲା…

ହମାସ ରାଜି ହେବା ପରେ ଟ୍ରମ୍ପଙ୍କୁ ମୋଦୀଙ୍କ ପ୍ରଶଂସା, ପଣବନ୍ଦୀମାନଙ୍କ ମୁକ୍ତି ସର୍ତ୍ତ

ପଣବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ଟ୍ରମ୍ପଙ୍କ ଯୋଜନାର କିଛି ଅଂଶ ଗ୍ରହଣ କରିବାକୁ ହମାସ ପ୍ରସ୍ତୁତ ଥିବା ସଙ୍କେତ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…